ରାଇଟିଙ୍ଗ୍ ଡେକ୍ସ Rāiṭiṅg deks

  • ବୈଦେ. ବି. (ଇଂ. ରାଇଟିଙ୍ଗ୍ ଡେସ୍କ୍) — ଉପର ପାହାଣିଆ ବା ଢାଲୁ ହୋଇଥିବା ଡେକ୍ସ — Writing desk
  • ବୈଦେ. ବି. (ଇଂ. ରାଇଟିଙ୍ଗ୍ ଡେସ୍କ୍) — [ଦ୍ର—ଏହା ଉପରେ କାଗଜ ରଖି ଲେଖାପଢ଼ି କରାଯାଏ ଓ ଏଥି ମଧ୍ୟରେ ଲେଖିବାର ଉପକରଣମାନ (ସ୍ୟାଇ, ଦୁଆତ, କାଗଜ, ଲଫାପା, କଲମ, ବ୍ଳଟିଙ୍ଗ୍ଆଦି) ରଖାଯାଏ।]