ରାଇଗୁରୁ Rāīguru

  • ଦେ. ବି. (ସଂ. ରାଜଗୁରୁ) — ରାଜାଙ୍କର ମନ୍ତ୍ରଗୁରୁ — The spiritual preceptor of a king
  • ଦେ. ବି. (ସଂ. ରାଜଗୁରୁ) — ରାଜାମାନଙ୍କ ଦ୍ୱାରା ବ୍ରାହ୍ମଣଙ୍କୁ ଦତ୍ତ ଉପାଧି ବିଶେଷ — A title of given to Brāhmaṇas by Rajas