ରାଇଆ Rāiā

  • ଦେ. ବିଣ — ସାଙ୍ଗେ ସାଙ୍ଗେ ବଟା ହୋଇଥିବାରୁ ଉଗ୍ରଗନ୍ଧଯୁକ୍ତ (ସୋରିଷବଟା ବା ବେସର) — Having strong odour after it is pasted (said of recently pasted mustard
  • ଦେ. ବିଣ — [ଦ୍ର—ସୋରିଷକୁ ବାଟି କରି କିଛି ସମୟ (ଅର୍ଥାତ୍ 3।4 ଘଣ୍ଟା) ରଖି ଦେବା ପରେ ତହିଁରୁ ରାଇଆ ଗନ୍ଧ ଛାଡ଼ିଗଲେ ତାହା ବେସରରୂପେ ତରକାରୀରେ ଓ ରାଇତା ଆଦିରେ ଦିଆଯାଏ। ତଟକା ବଟା ବେସର ଦିଆ ହେଲେ ତରକାରୀ ଆଦି ରାଇଆ ହୋଇଯାଏ।] — [ଦ୍ର—ସୋରିଷକୁ ବାଟି କରି କିଛି ସମୟ (ଅର୍ଥାତ୍34ଘଣ୍ଟା) ରଖି ଦେବା ପରେ ତହିଁରୁ ରାଇଆ ଗନ୍ଧ ଛାଡ଼ିଗଲେ ତାହା ବେସରରୂପେ ତରକାରୀରେ ଓ ରାଇତା ଆଦିରେ ଦିଆଯାଏ ତଟକା ବଟା ବେସର ଦିଆ ହେଲେ ତରକାରୀ ଆଦି ରାଇଆ ହୋଇଯାଏ]