ରହ୍ (ଧାତୁ) Rah (root)

  • ସଂ. — ତ୍ୟାଗ କରିବା — To give up
  • ସଂ. — ମୋଚନ କରିବା — To give up; to emit
  • ସଂ. — ଛାଡ଼ି ଦେବା — To let loose; to abandon
  • ସଂ. — ବେଗରେ ଗମନ କରିବା — To move with speed