ରସେନ୍ଦ୍ର Rasendra

  • ସଂ. ବି. (ରସ=ଖନିଜ ପଦାର୍ଥମାନଙ୍କରେ ଇନ୍ଦ୍ର=ଶ୍ରେଷ୍ଠ, 7 ମୀ ତତ୍) — ପାରଦ; ପାରା — Mercury; quick silver
  • ସଂ. ବି. (ରସ=ଖନିଜ ପଦାର୍ଥମାନଙ୍କରେ ଇନ୍ଦ୍ର=ଶ୍ରେଷ୍ଠ, 7 ମୀ ତତ୍) — ସ୍ପର୍ଶମଣି; ପରଶମଣି; ପରଶୁପଥର — Touchstone (a gem); the philospher's stone
  • ସଂ. ବି. (ରସ=ଖନିଜ ପଦାର୍ଥମାନଙ୍କରେ ଇନ୍ଦ୍ର=ଶ୍ରେଷ୍ଠ, 7 ମୀ ତତ୍) — ରାଜମାଷ; ବରଗୁଡ଼ି (ହି. ଶ.) — Dolechus Sinensis (grain)
  • ସଂ. ବି. (ରସ=ଖନିଜ ପଦାର୍ଥମାନଙ୍କରେ ଇନ୍ଦ୍ର=ଶ୍ରେଷ୍ଠ, 7 ମୀ ତତ୍) — ଜୀରା, ଧନିଆ, ପିପ୍ପଳୀ, ମହୁ, ତ୍ରିକଟୁ ଓ ରସସିନ୍ଦୂରରେ ପ୍ରସ୍ତୁତ ଔଷଧ — Name of a medicinal preparation