ରସୁଆ Rasuā

  • ଦେ. ବିଣ. (ସଂ. ରସିକ) — ରସୁଆଳ; ରସାଳ; ରସଯୁକ୍ତ; ରସମୟ — Juicy
  • ଦେ. ବିଣ. (ସଂ. ରସିକ) — ରସିକ (ଦେଖ) — Rasika (See)
  • ଦେ. ବିଣ. (ସଂ. ରସିକ) — ରସ ସମ୍ବନ୍ଧୀୟ — Relating to Rasa
  • ଦେ. ବିଣ. (ସଂ. ରସିକ) — ଯାହା କ୍ରୀଡ଼ାରେ ବା କେଳିରେ ବ୍ଯବହୃତ ହୁଏ — Used during dalliance
  • ଦେ. ବିଣ. (ସଂ. ରସିକ) — [ଉ—ରସୁଆ ଖଟକୁ ପାଳ ଦଉଡ଼ି ଛିଣ୍ଡିଗଲା ପଟ୍ ପଟ୍। ପ୍ରବଚନ।]
  • ଦେ. ବିଣ. (ସଂ. ରସିକ) — ରସ୍ ରସ୍ ଶବ୍ଦ କରୁଥିବା — Making a creaking or rustling sound