ରସିତାଶୀ Rasitāṡī
- ସଂ. ବିଣ. ପୁଂ. (ରସିତ+ଅଶ୍ ଧାତୁ=ଖାଇବା+କର୍ତ୍ତୃ. ଇନ୍; 1 ମା. 1 ବ.) — ଯେ ଶବ୍ଦପୂର୍ବକ ଖାଏ; ଖାଇଲା ବେଳେ ଯେ ଗର୍ଜନ କରେ (ଯଥା— ବିରାଡ଼ି, ବାଘ) — Eating with a noise; uttering a grumbling sound while eating
- ସଂ. ବିଣ. ପୁଂ. (ରସିତ+ଅଶ୍ ଧାତୁ=ଖାଇବା+କର୍ତ୍ତୃ. ଇନ୍; 1 ମା. 1 ବ.) — ମଦ୍ୟ ପାନକାରୀ — Drinking wine