ରସିତବାନ୍ Rasitabān

  • ସଂ. ବିଣ. ପୁଂ. (ରସିତ+ବତ୍; 1 ମା. 1 ବ.) — ଆସ୍ୱାଦନ କରିଥିବା; ଚାଖିଥିବା; ଯେ ଚାଖିଅଛି — Having tasted
  • ସଂ. ବିଣ. ପୁଂ. (ରସିତ+ବତ୍; 1 ମା. 1 ବ.) — ଶବ୍ଦକାରୀ — Making a sound