ରସାସ୍ୱାଦ Rasāswāda
- ସଂ. ବି.—(ଷଷ୍ଠୀ ତତ୍, ରସ+ଆସ୍ୱାଦ) — କୌଣସି ବସ୍ତୁର ବା ବିଷୟର ରସ ଚାଖିବା; ରସ ଗ୍ରହଣ; ରସବୋଧ — Enjoyment or tasting of the Rasa; experiencing a sensation
- ସଂ. ବି.—(ଷଷ୍ଠୀ ତତ୍, ରସ+ଆସ୍ୱାଦ) — (ଯୋଗ ଦର୍ଶନ) ଅଖଣ୍ଡ ବସ୍ତର ଅବଲମ୍ବନ ହେତୁ ଚିତ୍ତବୃତ୍ତିର ସବିକଳ୍ପ ଆନନ୍ଦଆସ୍ୱାଦନ — (J̄oga philosophy) A state of delightful repose in religious meditation