ରସାଳାପ Rasāḻāpa

  • ସଂ. ବି. (ରସପୂର୍ଣ୍ଣ ଆଳାପ; ମ. ପ. ଲୋ.) — ରସପୂର୍ଣ୍ଣ ବା ରସିକତାଯୁକ୍ତ କଥୋପକଥନ; ସରସ ଆଳାପ — Witty conversation