ରସାତ୍ମକ Rasātmaka

  • ସଂ. ବିଣ.—(ରସ+ଆତ୍ମନ୍+କ) — ରସଗର୍ଭ; ରସମୟ; ରସାଳ — Full of juice; juicy
  • ସଂ. ବିଣ.—(ରସ+ଆତ୍ମନ୍+କ) — ସରସ — Full of wit; witty
  • ସଂ. ବିଣ.—(ରସ+ଆତ୍ମନ୍+କ) — ସ୍ଥାୟୀ ଭାବପୂର୍ଣ୍ଣ — Sentimental