ରସାଞ୍ଜନ Rasān̄jana
- ସଂ. ବି. (ରସଜାତ ଅଞ୍ଜନ; ମ. ପ. ଲୋ) — ସୁରୁମା; ପାରଦ ଜାତ କଜ୍ଜ୍ୱଳବିଶେଷ (ନେତ୍ରରୋଗରେ ଔଷଧ ରୂପରେ ବ୍ଯବହୃତ) — Gray ore of antimony; stibium; Antimony, Amomum Authorhiza; Sulphuret of antimony
- ସଂ. ବି. (ରସଜାତ ଅଞ୍ଜନ; ମ. ପ. ଲୋ) — [ଦ୍ର—ଏହା ଚାକଚକ୍ୟଶାଳୀ କୃଷ୍ଣବର୍ଣ୍ଣ ଧାତୁଦ୍ରବ୍ୟ ବିଶେଷ। ଏହା ଦୁଇପ୍ରକାରର। 1 । ପ୍ରାକୃତିକ ରସାଞ୍ଜନ—ଲେମ୍ବୁରସରେ ବତୁରାଇ ଏହା ଶୋଧନ କରି ଔଷଧରେ ବ୍ଯବହାର କରାଯାଏ। — [ଦ୍ର—ଏହା ଚାକଚକ୍ୟଶାଳୀ କୃଷ୍ଣବର୍ଣ୍ଣ ଧାତୁଦ୍ରବ୍ୟ ବିଶେଷ ଏହା ଦୁଇପ୍ରକାରର1 ପ୍ରାକୃତିକ ରସାଞ୍ଜନ—ଲେମ୍ବୁରସରେ ବତୁରାଇ ଏହା ଶୋଧନ କରି ଔଷଧରେ ବ୍ଯବହାର କରାଯାଏ
- ସଂ. ବି. (ରସଜାତ ଅଞ୍ଜନ; ମ. ପ. ଲୋ) — ରସାଞ୍ଜନ (କୃତ୍ରିମ)—ଦାରୁହରିଦ୍ରାର କ୍ୱାଥ ସଙ୍ଗେ ସମାନ ଭାଗ ଦୁଧ ମିଶାଇ, ପାକ କରି କୃତ୍ରିମ ରସାଞ୍ଜନ ପ୍ରସ୍ତୁତ କରାଯାଏ। — (Extract of Indian Berbery).ଏହା ଅସଲ ରସାଞ୍ଜନ ଅପେକ୍ଷା ନିକୃଷ୍ଟ]