ରସଦାନ Rasadāna

  • ସଂ. ବି. ( 6 ଷ୍ଠୀ ତତ୍) — ରସମୟ ଭାବ ବା ପ୍ରେମ ହୃଦୟରେ ଜାତ କରିବା — Producing sentiment or love in the heart
  • ଦେ. ବି. — ରତିଦାନ; ରତିସୁଖ ଭୋଗର ସୁବିଧାଦାନ — Allowing a person to have the pleasures of sexual enjoyment