ରସକୂଲ୍ୟା Rasakūlyā

  • ଦେ. ବି. — ବାଣୀ ବା ରାଗିଣୀ ବିଶେଷ — A metre in Oriya Literature
  • ଦେ. ବି. — [ଦ୍ର—ରାଗ ତଳେ ନୋଟ୍ଦେଖ]
  • ସଂ. ବି. ପୁରାଣ ଅନୁସାରେ କୁଶଦ୍ୱୀପର ନଦୀ ବିଶେଷ (ହି. ଶ) — Name of a mythological river