ରସ ସିଦ୍ଧ Rasa siddha

  • ସଂ. ବି. ପୁଂ. ( 7 ମୀ ତତ୍) — ଯେଉଁ ବ୍ଯକ୍ତି ନିକୃଷ୍ଟ ଧାତୁକୁ ଦ୍ରବ୍ଯଗୁଣ ସହାୟରେ ଉତ୍କୃଷ୍ଟତର ଧାତୁରେ ପରିଣତ କରି ପାରେ — An alchemist
  • ସଂ. ବି. ପୁଂ. ( 7 ମୀ ତତ୍) — ରାସାୟନ ବିଦ୍ୟାରେ ପାରଦର୍ଶୀ — An expert in the science of chemistry; a chemist
  • ସଂ. ବିଣ. ପୁଂ. — ରସ ଶାସ୍ତ୍ର ବିଷୟରେ ପାରଦର୍ଶୀ — Skilful or proficient in the science of Rasa