ରସ ଲୁବ୍ଧ Rasa lubdha

  • ସଂ. ବିଣ. ( 3 ୟା ତତ୍) — ରସଦ୍ୱାରା ଆକୃଷ୍ଟ — Attracted by Rasa
  • ସଂ. ବିଣ. ( 3 ୟା ତତ୍) — ରସଭୋଗ କରିବାପାଇଁ ଲୋଭୀ — Coveting for the enjoyment of Rasa