ରସ ମୈତ୍ରୀ Rasa ma̲i̱trī

  • ସଂ. ବି. — ଦୁଇ ରସର ଏପରି ମିଳନ, ଯଦ୍ଦ୍ୱାରା ଉକ୍ତ ରସାସ୍ୱାଦନରେ ସୁଖ ବୃଦ୍ଧି ହୁଏ; ଦୁଇ ରସର ଉପଯୁକ୍ତ ମିଳନ (ହି. ଶ.) — Judicious mixture of two articles of different taste; resulting in the article being much relished
  • ସଂ. ବି. — [ଯଥା—ଖଟା ସଙ୍ଗେ ପିତାର, ଖଟା ସଙ୍ଗେ ଲୁଣର ସୁମିଳନ।]