ରସ ମୂର୍ଚ୍ଛନ Rasa mūrchchhana

  • ସଂ. ବି. (ବୈଦ୍ଯକ) ( 6 ଷ୍ଠୀ ତତ୍) — ପାରଦ ମାରଣ — Act of refining mercury for medicinal purposes
  • ସଂ. ବି. (ବୈଦ୍ଯକ) ( 6 ଷ୍ଠୀ ତତ୍) — ପାରଦରୁ ପ୍ରସ୍ତୁତ ଔଷଧ ବିଶେଷ — A sort of medicinal preparation from mercury