ରସ ମଞ୍ଜରୀ Rasaman̄jarī

  • ସଂ. ବି. — ଭିନ୍ନ ଭିନ୍ନ ଶ୍ରେଣୀର ନାୟକନାୟିକାମାନଙ୍କ ବିଷୟ ଚର୍ଚ୍ଚା କରିଥିବା ସଂସ୍କୃତ ଗ୍ରନ୍ଥ ବିଶେଷ — Name of a Sanskrit work classifying the different classes of heroes or heroines in literary compositions
  • ସଂ. ବି. — [ଦ୍ର—ଏହାର କବି 'ଭାନୁ'କବି। ଏହାକୁ ଭରତଚନ୍ଦ୍ର ବଙ୍ଗଳାରେ ଅନୁବାଦ କରିଅଛନ୍ତି।]
  • ଦେ. ବି. — ଉପେନ୍ଦ୍ରଭଞ୍ଜଙ୍କ ପ୍ରଣୀତ ଛାନ୍ଦର ନିୟମାବଳୀ ବିଷୟକ ପଦ୍ୟଗ୍ରନ୍ଥ (ଅବଧି ଅପ୍ରକାଶିତ) — Name of an unpublished poetical work by Upendrabhan̄ja about rules of metres and prosody