ରସ ଭଙ୍ଗ Rasa bhaṅga
- ସଂ. ବି. ( 6 ଷ୍ଠୀ ତତ୍) — ରସ ସମ୍ବନ୍ଧେ ବ୍ୟାଘାତ ବା ପ୍ରତିବନ୍ଧ — Interruption in the enjoyment or continuance of a sentiment; the marring of the enjoyment of a particular senti- ment
- ସଂ. ବି. ( 6 ଷ୍ଠୀ ତତ୍) — ଏକପ୍ରକାର ରସ (କାବ୍ୟାଦିରସ) ସମ୍ବନ୍ଧେ ଆଲୋଚନା ହେଉଥିବା ସମୟରେ ତଦ୍ବିପରୀତ ରସର ଅବତାରଣା — The introduction of an opposite or jarring sentiment while one sentiment is being discussed or enjoyed
- ସଂ. ବି. ( 6 ଷ୍ଠୀ ତତ୍) — [ଯଥା—ଶୃଙ୍ଗାରରସର ଆଲୋଚନା ହେବା ସମୟରେ ବିଭତ୍ସ ବା ରୌଦ୍ରରସର ଅବତାରଣା; ହାସ୍ୟରସର ଆଲୋଚନା ସମୟରେ ଭୟାନକ ରସର ଅବତାରଣା।]
- ସଂ. ବି. ( 6 ଷ୍ଠୀ ତତ୍) — କାବ୍ୟାଦି ରଚନାର ଦୋଷବିଶେଷ — A defect in composition where a governing sentiment is marred by a jarring sentiment
- ସଂ. ବି. ( 6 ଷ୍ଠୀ ତତ୍) — ସୁଶ୍ରୁତ ଅନୁସାରେ ରସନାଭୋଗ୍ୟ ଏକ ରସର ଆସ୍ୱାଦନକାଳରେ ଅନ୍ଯ ବିରୋଧୀ ରସର ଅବତାରଣା — The introduction of an opposite or discordant taste when one is tasting something
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ପୀତା ଓ ମିଠା ମଧ୍ୟରେ, ଲୁଣିଆ ଓ ପୀତା ମଧ୍ୟରେ ଓ ରାଗା ଓ ମିଠା ମଧ୍ୟରେ ରସବିରୋଧ ଅଛି।]