ରସ ବଳିତା Rasa baḻitā

  • ଦେ. ବି. (ସଂ. ରସ ଓ ବର୍ତ୍ତିକା ବା ବର୍ତ୍ତୀ) — ଦଉଡ଼ବତୀ; ବାଣ ଆଦିରେ ନିଆଁ ଧରାଇବା ପାଇଁ ଭିତରେ ବାରୁଦ ଦିଆଯାଇ ବଳା ଯାଇଥିବା ଲମ୍ବ ବର୍ତ୍ତିକା — A long wick rolled with gunpowder to ignite fireworks