ରସ ପୁଷ୍ପ Rasa pushpa

  • ସଂ. ବି. — ପାରଦରୁ ପ୍ରସ୍ତୁତ ଦ୍ରବ୍ଯବିଶେଷ — A preparation of mercury
  • ସଂ. ବି. — [ଦ୍ର—ଗନ୍ଧକ, ପାରା ଓ ଲୁଣଦ୍ୱାରା ଏହା ପ୍ରସ୍ତୁତ ହୁଏ; ଔଷଧରେ ଲାଗେ।]