ରସ ପଞ୍ଚକ Rasa pan̄chaka

  • ସଂ. ବି. — 5 ଗୋଟି ରସର ସମାହାର — 5ଗୋଟି ରସର ସମାହାର—An aggregate or collection of 5 sentiments
  • ଦେ. ବି. — ଉପେନ୍ଦ୍ରଭଞ୍ଜଙ୍କ ରଚିତ କାବ୍ଯବିଶେଷ — Name of a poetical work by Upendra Bhan̄ja
  • ଦେ. ବି. — [ଦ୍ର—ଏଥିର ଛନ୍ଦମାନଙ୍କ ଆଦ୍ୟ ଅକ୍ଷର ଯଥାକ୍ରମେ ର, ସ, ପ, ଚ, କ, ହୋଇ ରଚିତ ହୋଇଅଛି।]