ରସ ନିବେଦନ Rasa nibedana

  • ସଂ. ବି.—( 6 ଷ୍ଠୀ ତତ୍) — ଅନ୍ଯ ବ୍ଯକ୍ତି ନିକଟରେ ରସମୟ ବାକ୍ୟାଦିର ପ୍ରକାଶ — Speaking witty things to a person
  • ସଂ. ବି.—( 6 ଷ୍ଠୀ ତତ୍) — (ଯଥା—ଅରସିକଠାରେ ରସ ନିବେଦନ, ପ୍ରଭୋ ! ଏ କପାଳେ ନ କର ଲେଖନ।)