ରସ ଜ୍ୱର Rasa jwara

  • ସଂ. ବି. — ଅପରିମିତ ପାନ ଓ ଖାଦ୍ୟଦୋଷରୁ ଜାତ ଜ୍ୱର — Fever due to intemperance or indigestion
  • ସଂ. ବି. — ବାତ ଜ୍ୱର — Moon fever; filarial fever