ରସ ଜ୍ୟେଷ୍ଠ Rasa jyeshṭa

  • ସଂ. ବି. ( 7 ମୀ ତତ୍) — ମଧୁର ରସ — 1. The sweet taste
  • ସଂ. ବି. ( 7 ମୀ ତତ୍) — ମଧୁରତା — Sweetness
  • ସଂ. ବି. ( 7 ମୀ ତତ୍) — ଆଦିରସ; ଶୃଙ୍ଗାରରସ — The sentiment of love