ରସ ଜାତ Rasa jāta

  • ସଂ. ବିଣ. ( 5 ମୀ ତତ୍) — ରସରୁ ଉତ୍ପନ୍ନ — Produced from Rasa
  • ସଂ. ବି. — ( 6 ଷ୍ଠୀ ତତ୍) ରସ— ସମୂହ — (6ଷ୍ଠୀ ତତ୍) ରସ— ସମୂହ—. Multitude or collection of Rasa
  • ସଂ. ବି. — ( 5 ମୀ ତତ୍) ରସାଞ୍ଜନ (ହି. ଶ.) — (5ମୀ ତତ୍) ରସାଞ୍ଜନ (ହି. ଶ.)—. Antimony