ରସ ଗଡ଼ିତଂ Rasa gaṟḍ̠itm

  • ଦେ. ବାକ୍ୟ (ସଂ. ରସଗଳିତଂ=ରସଗଳୁଅଛି) — ରସ ଗଡ଼ିବା — Oozing of juice
  • ଦେ. ବାକ୍ୟ (ସଂ. ରସଗଳିତଂ=ରସଗଳୁଅଛି) — [ଉ—ରସ ଗଳିତଂ ଥପଂ ଥପଂ (ଟୋପା ଟୋପା ହୋଇ କୌଣସି ଦ୍ରବ୍ୟରୁ ରସ ଗଳୁଅଛି)। ଢଗ।]