ରସ ଗ୍ରହଣ Rasa grahaṇa
- ସଂ. ବି. ( 6 ଷ୍ଠୀ ତତ୍) — ବକ୍ତୃତା ଓ କାବ୍ୟାଦିର ରସ ଆସ୍ୱାଦନ — Enjoying the sentiments or wit of a writing or speech
- ସଂ. ବି. ( 6 ଷ୍ଠୀ ତତ୍) — ସ୍ୱାଦ ଗ୍ରହଣ — Enjoying the taste or relish
- ସଂ. ବି. ( 6 ଷ୍ଠୀ ତତ୍) — ସାରଗ୍ରହଣ — 4. Collecting the essence from a thing