ରସ ଗୁଲା Rasa gulā

  • ଦେ. ବି. (ସଂ. ରସ+ଗୋଳକ) — ଦୁଧଛେନାରେ ପ୍ରସ୍ତୁତ ଓ ଚିନିରେ ପାକ କରାଯାଇଥିବା ମିଷ୍ଟାନ୍ନ — A kind of sweetmeat
  • ଦେ. ବି. (ସଂ. ରସ+ଗୋଳକ) — [ଦ୍ର—ସଂକଳ୍ପର ମଣ୍ଡା ହେଲା ସତ୍ୟ ରସଗୋଲା। ଚିନ୍ତାମଣି. ବିକ୍ରମାଦିତ୍ୟ।]