ରଶ୍ମିପାତ Raṡmi pāta

  • ସଂ. ବି. ( 6 ଷ୍ଠୀ ତତ୍) — କୌଣସି ବସ୍ତୁରେ କିରଣ ପଡ଼ିବା; କିରଣ ପାତ; ଆଲୋକର ପ୍ରତିଫଳନ — Refraction of the rays; the falling of the rays on a thing