ରଶ୍ମଶ୍ Raṡ-maṡ
- ଦେ. ଅ — ଛୋଟ ଡାଳ ଭାଙ୍ଗିବାର ଅନୁଚ୍ଚ ଶବ୍ଦ — Low cracking sound of the breaking of small twigs
- ଦେ. ଅ — ପତର ଆଦି ଉପରେ ଚାଲିବା ଶବ୍ଦ — Low rustling sound
- ଦେ. ଅ — କଶ୍ମଶ୍; ଜର ହେବା ପୂର୍ବରୁ ଦେହ ଭିଡ଼ିମୋଡ଼ି ହେବା — Languidity and twisting of limbs before an attack of fever
- ଦେ. ଅ — ଜ୍ୱର ଜ୍ୱର ବୋଧ ହେବା — Feeling feverish
- ଦେ. ଅ — ରଶ୍ମଶ୍ (ଦେଖ) — Raṡraṡ (See)