ରଶୁଲ୍ ଆଲ୍ଲା Rasul āllā
- ବୈଦେ. ବି (ଫା. ରସୁଲଇଲ୍ଲାହା) — ମୁସଲମାନ ଧର୍ମ ପ୍ରଚାର କରିବା ପାଇଁ ପୃଥିବୀକୁ ଈଶ୍ୱର ପ୍ରେରିତ ଦୂତ; ମହମ୍ମଦ — God's messenger on earth; Mahommed, the founder of the Mahomedan faith (believed by the Moslems to have been God's messenger on earth)
- ବୈଦେ. ବି (ଫା. ରସୁଲଇଲ୍ଲାହା) — (ଯଥା—ମହମ୍ମଦିଆ ରସୁଲିଲ୍ଲହା।)