ରଶିଦ୍ ପୁସ୍ତକ Raṡid pustaka

  • ଦେ. ବି — ଯେଉଁ ବହିରେ ଗୁଡ଼ିଏ ମୁଦ୍ରିତ ରସିଦ୍ ଫାରମ ବା ମୁଣ୍ଡାରସିଦ୍ ଥାଏ — A book of receipts, receipt book
  • ଦେ. ବି — ଯେଉଁ ପୁସ୍ତକରେ ପ୍ରାପ୍ତିସ୍ୱୀକାରମାନ ଲିପିବଦ୍ଧ ହୁଏ — A book for filing or keeping receipts