ରଶିଦ୍ ଦେବା Raṡid debā

  • ଦେ. କ୍ରି — କୌଣସି ଧନ ଆଦି ପାଇବା ପରେ ପ୍ରାପ୍ତିସ୍ୱୀକାର କରିବା — To grant a receipt; to acknowledge receipt
  • ଦେ. କ୍ରି — [ଦ୍ର—ଏହିପରି ରସିଦ୍ ଚାହିବା, ନେବା, ମାଗିବା, ପାଇବା ଆଦି ହୁଏ।]