ରମ୍ଭୋରୁ Rambhoru

  • ସଂ. ବିଣ (ରମ୍ଭା+ଉରୁ; ରମ୍ଭା=କଦଳି ଗଛ ପରି ଊରୁ ଯାହାର; ବହୁବ୍ରୀହି) — ରମ୍ଭା ବୃକ୍ଷ ପରି ଘନ— ଜଘନା; ବର୍ତ୍ତୃଳ ଜଘନା — (a woman) Having things round like the trunk of a plantain tree
  • ସଂ. ବି. ସ୍ତ୍ରୀ — ଘନଜଘନା ସ୍ତ୍ରୀ — A woman having well developed thighs
  • ସଂ. ବି. ସ୍ତ୍ରୀ — [ଦ୍ର—କଦଳି ଗଛର ଘୋଡ଼ାର ମୂଳପାଖ ମୋଟ ଓ ଉପର ପାଖ ସରୁ, କିନ୍ତୁ ସ୍ତ୍ରୀଜଘନର ଉପରପାଖ ମୋଟ ଓ ନିମ୍ନପାଖ ସରୁ।ଏଥିପାଇଁ ଓଡ଼ିଆ କବିମାନେ 'ରମ୍ଭୋରୁ' ନ କହି 'ଓଲଟ ରମ୍ଭାପରି ଉରୁ ଯାହାର' ବୋଲି ଉପମାଟାକୁ ସ୍ପଷ୍ଟତର କରି ଦେଇଅଛନ୍ତି।]