ରମ୍ଭକ Rambhaka

  • ସଂ. ବିଣ. ପୁଂ (ରନଭ୍ ଧାତୁ+କର୍ତ୍ତୃ. ଅକ) — ଶବ୍ଦକାରୀ — Sounding
  • ସଂ. ବିଣ. ପୁଂ (ରନଭ୍ ଧାତୁ+କର୍ତ୍ତୃ. ଅକ) — ଆରମ୍ଭକାରୀ — Beginning