ରମେଶଚନ୍ଦ୍ର ମିତ୍ର Rameṡa chandra mitra
- ଦେ. ବି (ନାମ) — ସର୍ ରମେଶଚନ୍ଦ୍ର ମିତ୍ର — Sir Romesh Mitter K.C.I.E
- ଦେ. ବି (ନାମ) — [ଦ୍ର—(ଖ୍ରୀ 1840—1899 ) ଏ ପ୍ରଥମେ ଓକାଲତି କରି ପରେ କଲିକତା ହାଇକୋଟ୍ର ଜଜ୍ ଓ ମଝିରେ ଦିନାକେତେ ପ୍ରଧାନ ଜଜ୍ ହୋଇଥିଲେ। ବଙ୍ଗାଳିମାନଙ୍କ ମଧ୍ୟରେ ଏ ହାଇକୋଟର ପ୍ରଥମ ଚିଫ୍ ଜଷ୍ଟିସ୍ ସମ୍ମାନ ଲାଭ କରିଥିଲେ। ଗଭର୍ଣ୍ଣମେଣ୍ଟ ଏହାଙ୍କୁ ସର୍ ଓ — [ଦ୍ର—(ଖ୍ରୀ1840—1899) ଏ ପ୍ରଥମେ ଓକାଲତି କରି ପରେ କଲିକତା ହାଇକୋଟ୍ର ଜଜ୍ ଓ ମଝିରେ ଦିନାକେତେ ପ୍ରଧାନ ଜଜ୍ ହୋଇଥିଲେ ବଙ୍ଗାଳିମାନଙ୍କ ମଧ୍ୟରେ ଏ ହାଇକୋଟର ପ୍ରଥମ ଚିଫ୍ ଜଷ୍ଟିସ୍ ସମ୍ମାନ ଲାଭ କରିଥିଲେ ଗଭର୍ଣ୍ଣମେଣ୍ଟ ଏହାଙ୍କୁ ସର୍ ଓK.C.I.E.ଉପାଧିରେ ଭୂଷିତ କରିଥିଲେ]