ରବେଇ ଛତା Rabei chhatā

  • ଦେ.ବିଣ. (ସଂ. ବିକ୍ଷିପ୍ତ) — ଇତଃସ୍ତତଃ ବିକ୍ଷିପ୍ତ — Scattered here and there
  • ଦେ.ବିଣ. (ସଂ. ବିକ୍ଷିପ୍ତ) — (ଲକ୍ଷଣାର୍ଥ) ନଷ୍ଟଭ୍ରଷ୍ଟ; ନାରଖାର; ଛାରଖାର — (figurative) Destroyed ruined