ରବେଇ ଖବେଇ ହେବା Rabei khabei hebā

  • ଦେ.କ୍ରି — ଅନ୍ୟକୁ ବହେ ଶୋଧିବା — To call names vehemently to person
  • ଦେ.କ୍ରି — ରାମ୍ପି ବିଦାରି ହେବା; ଅତି ଅସ୍ଥିର ହେବା — To be inordinately restless