ରବିଜ Rabija
- ସଂ.ବି.ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ) — ସୂର୍ଯ୍ୟଙ୍କ ପୁତ୍ର — A son of the Sun-god
- ସଂ.ବି.ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ) — ଯମ — The God of death
- ସଂ.ବି.ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ) — ଶନିଗ୍ରହ — Saturn (planet)
- ସଂ.ବି.ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ) — ସୁଗ୍ରୀବ — The famous monkey-ally of Rāmachandra
- ସଂ.ବି.ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ) — ସାବର୍ଣ୍ଣିମନୁ — The name of a progenitor of mankind
- ସଂ.ବି.ପୁଂ (ରବି ବା ସୂର୍ଯ୍ୟଙ୍କଠାରୁ ଜାତ) — ବୈବସ୍ୱତମନୁ — The name of another progenitor of mankind