ରବି କାନ୍ତ Rabi kānata
- ସଂ.ବି(ରବି=ସୂର୍ଯ୍ୟ+କାନ୍ତ=କାନ୍ତିଯୁକ୍ତ; କିମ୍ବା ରବି ଅଟେ କାନ୍ତ=ପ୍ରିୟ ଯାହାର; ବହୁବ୍ରୀହି।) — ସୂର୍ଯ୍ୟକାନ୍ତ ମଣି; ଏକପ୍ରକାର ମଣି — The sunstone; a sort of crystal stone; a precious stone, said to concentrate the sun's rays into burning heat
- ସଂ.ବି(ରବି=ସୂର୍ଯ୍ୟ+କାନ୍ତ=କାନ୍ତିଯୁକ୍ତ; କିମ୍ବା ରବି ଅଟେ କାନ୍ତ=ପ୍ରିୟ ଯାହାର; ବହୁବ୍ରୀହି।) — [ଦ୍ର—ଏହାକୁ ସୂର୍ଯ୍ୟ କିରଣରେ ଦେଖାଇଲେ ତଳେ ନିଆଁ ପଡ଼େ।]