ରବି କବି Rabi kabi
- ଦେ. ବି (ରାଜଦତ୍ତ କବିସୂର୍ଯ୍ୟ ଉପାଧିର ଆକାରାନ୍ତର) — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଆଦି ସଙ୍ଗୀତର ରଚୟିତା କବିସୂର୍ଯ୍ୟ ବଳଦେବ ରଥ — Poet Baḻadeba Ratha the author of Kiṡora Chandrānanda Champū
- ଦେ. ବି (ରାଜଦତ୍ତ କବିସୂର୍ଯ୍ୟ ଉପାଧିର ଆକାରାନ୍ତର) — [ଦ୍ର—କବିସୂର୍ଯ୍ୟ ତଳେ ନୋଟ୍ ଦେଖ।]
- ଦେ. ବି (ରାଜଦତ୍ତ କବିସୂର୍ଯ୍ୟ ଉପାଧିର ଆକାରାନ୍ତର) — କବିସୂର୍ଯ୍ୟ ଉପାଧିଧାରୀ ସଦାନନ୍ଦ ବ୍ରହ୍ମା ନାମକ ଜଣେ ଭକ୍ତିଗ୍ରନ୍ଥ ରଚୟିତା କବି — Sadānanda Brahmā, the author of a religious book, who had got the title of Kabisūrj̄ya
- ଦେ. ବି (ରାଜଦତ୍ତ କବିସୂର୍ଯ୍ୟ ଉପାଧିର ଆକାରାନ୍ତର) — [ଦ୍ର—ଓଡ଼ିଶାର ନୂଆଗଡ଼ ଗଡ଼ଜାତର (ଖ୍ରୀ 1736 — 1773 ) ଅଧିବାସୀ ଥିଲେ। ପୁରୀ ରାଜା ବୀରକିଶୋର ଦେବ ତାଙ୍କୁ କବିସୂର୍ଯ୍ୟ ଉପାଧି ଦେଇଥିଲେ ଓ ସେ ଅନେକ ଭକ୍ତିଗ୍ରନ୍ଥ ଗୀତରେ ରଚନା କରିଯାଇ ଅଛନ୍ତି। — [ଦ୍ର—ଓଡ଼ିଶାର ନୂଆଗଡ଼ ଗଡ଼ଜାତର (ଖ୍ରୀ1736—1773) ଅଧିବାସୀ ଥିଲେ ପୁରୀ ରାଜା ବୀରକିଶୋର ଦେବ ତାଙ୍କୁ କବିସୂର୍ଯ୍ୟ ଉପାଧି ଦେଇଥିଲେ ଓ ସେ ଅନେକ ଭକ୍ତିଗ୍ରନ୍ଥ ଗୀତରେ ରଚନା କରିଯାଇ ଅଛନ୍ତି