ରନ୍ଧେଇବା Raṇheibā

  • ଦେ. କ୍ରି — ରାନ୍ଧିବା କ୍ରିୟାର ଣିଜନ୍ତ ରୂପ — Causative of Rāndhibā
  • ଦେ. କ୍ରି — (ଉ—ସୁପକାରମାନଙ୍କ ହାତେ ରନ୍ଧାଇଲେ। କୃଷ୍ଣସିଂହ.ମହାଭାରତ. ବନ)