ରନ୍ଧା ଜଡ଼ା Randhā jaṟḍ̠ā

  • ଦେ. ବି — ଗବ ମଞ୍ଜିକୁ ବାଟି ପାଣିରେ ସିଝାଇ ତହିଁରୁ ବାହାର କରିବା ତେଲ — Castor oil prepared by boiling
  • ଦେ. ବି — [ଦ୍ର—ଏହା ଔଷଧରେ ଲାଗେ।] (ପେଡ଼ା ଜଡ଼ା ତେଲ—ବିପରୀତ)