ରନ୍ଥାଳି ପକାଇବା Ranthāḻi pakāibā

  • ଦେ. କ୍ରି — ବିକଳ ହୋଇ କୌଣସି ପଦାର୍ଥକୁ ବା ଖାଦ୍ୟକୁ ଦରାଣ୍ଡିବା — To grope after a thing or food with eagerness
  • ଦେ. କ୍ରି — ହଜିଥିବା ବସ୍ତୁକୁ ଅତି ଆତୁରତା ସହିତ ଦରାଣ୍ଡିବା — To grope after a lost or missing thing
  • ଦେ. କ୍ରି — କୌଣସି ସ୍ଥାନକୁ ମନ୍ଥି ପକାଇବା — To thoroughly stir or agitate a place