ରଧ୍ (ଧାତୁ) Radh (root)

  • ସଂ — ଆଘାତ କରିବା — To hurt; to strike
  • ସଂ — କ୍ଷତି କରିବା — To injure
  • ସଂ — ଶେଷ କରିବା; ସମାଧାନ କରିବା; ସମ୍ପନ୍ନ କରିବା — To complete; to finish; to accomplish
  • ସଂ — ଠିକ୍ ହେବା — To be right; or just or correct
  • ସଂ — ପାକ କରିବା — To cook; to mature