ରଦ୍ ହେବା Rad hebā

  • ଦେ. କ୍ରି — କୌଣସି ଆଦେଶ ପରବର୍ତ୍ତୀ ଆଦେଶଦ୍ୱାରା ଖଣ୍ଡିତ ହେବା — To be nullified or overruled; to be set aside or cancelled