ରଦ୍ କରିବା Rad karibā
- ଦେ. କ୍ରି — ପରବର୍ତ୍ତୀ ଆଦେଶ ଆଦିଦ୍ୱାରା ପୂର୍ବବର୍ତ୍ତୀ ଆଦେଶ ଆଦିକୁ ଅକାମୀ କରିବା; ରହିତ କରିବା; ଖାରଜ କରିବା — To cancel; to repeal or overrule; to set aside; to nullify; to rescind
- ଦେ. କ୍ରି — [ଉ—ଏ ଦରବାରର ଆସନ—ଫରଦ, ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ। ରାଧାନାଥ. ଦରବାର।]