ରଦଚ୍ଛଦ Radachchhada

  • ସଂ. ବି(ରଦ=ଦାନ୍ତ+ଛଦ୍ ଧାତୁ=ଆଚ୍ଛାଦନ କରିବା+ କର୍ତ୍ତୃ. ଅ; — ଯାହା ଦାନ୍ତକୁ ଘୋଡ଼ାଇ ଥାଏ)— ଦନ୍ତଚ୍ଛଦ; ଅଧର; ଓଠ — Lips